• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଧାର୍ମିକ

ଗାଇସୀମା ର ବାରଦାବାଲୁଙ୍କେଶ୍ବର-ବାରଦାବାଲୁଙ୍କେଶ୍ବର ମନ୍ଦିର ଗାଇସୀମା ଗ୍ରାମ ରେ ଅବସ୍ଥିତ ଯାହା ଜିଲ୍ଲା ମୁଖ୍ୟାଳୟ ରୁ ୧୩  କିମି  ଦୂରରେ । ଜଣାଯାଏ ଏହା  ସମ୍ବଲପୁରର  ମହାରାଜା ଅଭୟ ସିଂ ଙ୍କ ଅମଳରେ ୧୭୬୬ ମସିହା  ଠାରୁ ୧୭୭୮ ମସିହା ମଧ୍ୟରେ ନିର୍ମାଣ କରାଯାଇଥିଲା।ସୋର୍ଣ –ସୋର୍ଣ ର ସପ୍ନେଶ୍ଵର ଅତାବିରା ବ୍ଲକ ର ଏକ ଗ୍ରାମ ଅଟେ ।ଏହା ଜିଲ୍ଲା ମୁଖ୍ୟାଳୟ ରୁ ୩୦ କିମି ଦୂରରେ ଅବସ୍ଥିତ । ଗ୍ରାମ କୁ ଯିବା ପାଇଁ ଦୁଇଟି ମାର୍ଗ ଅଛି ,ଏକ ରେଙ୍ଗାଳି ଶିବିର ମଧ୍ୟାମରେ ଏବଂ ଅନ୍ୟ ଟି ରେମୁଣ୍ଡା ମାଧ୍ୟମରେ ।ଏହା ଦୀବାନ ଦକ୍ଷିଣାୟ  ର ଦେଖାଶୁଣା ରେ ସମ୍ବଲପୁର ର ଅଜିତ ସିଂ ଙ୍କ  ଅମଳରେ ନିର୍ମାଣ କରାଯାଇଥିଲା । ୬ ଏକର କୁ  ବିସ୍ତାରିତ କରିଥିବା ମନ୍ଦିର ର ସମ୍ବୁଖରେ ଏକ ବଡ ପୋଖରୀ ଅଛି ।ମନ୍ଦିର ୪ ଏକର ଭୂମି ଠାରୁ ଅଧିକ  ଅବସ୍ଥିତ ଅଛି ।ଏହି ଜିଲ୍ଲା ରେ ଅତ୍ୟଧିକ ଧାର୍ମିକ ମହତ୍ଵ ରଖିଥାଏ ।

ଦେଓଗାଁ ର ବୈଦ୍ୟନାଥ –ଦେଓଗାଁ ଜିଲ୍ଲା ମୁଖ୍ୟାଳୟ ରୁ ୭ କିମି ଦୂରରେ ଅବସ୍ଥିତ । ଜିଲ୍ଲା ମୁଖ୍ୟାଳୟ ର ପଶ୍ଚିମ ଦିଗରେ ଏବଂ ରାସ୍ତା କଡରେ ଅବସ୍ଥିତ ଯାହା ଭଟଲି ରାସ୍ତା କୁ ଯାଉଅଛି ।ଇତିହାସକାର ଶିବ ପ୍ରସାଦ ଦାସ ଙ୍କ ର ସଂଶକରଣ ର ଅନୁସାରେ ଭଗବାନ ବୈଦ୍ୟନାଥ ଏହି ମନ୍ଦିରରେ ତାଙ୍କର ଦୀବାନ ଦକ୍ଷିଣାୟ  ର ଦେଖାଶୁଣା ରେ ସମ୍ବଲପୁର ର ଅଜିତ ସିଂ ଙ୍କ  ଅମଳରେ ନିର୍ମାଣ କରାଯାଇଥିଲା।

ନିଲଜି ର ମହାକାଳେଶ୍ଵର –ଗ୍ରାମ ନିଲଜି ଜିଲ୍ଲା ମୁଖ୍ୟାଳୟ ର ଦକ୍ଷିଣ ଦିଗରେ ଅବସ୍ଥିତ ଏବଂ ଭଟଲି ର ପୋଲିସ ଥାନା ଅନ୍ତର୍ଗତ ରେ ଆସୁଛି ।ଏକ ଲୋକପ୍ରିୟ କିମ୍ବଦନ୍ତୀ ଙ୍କ ଅନୁସାରେ ଏହିଠାରେ ଭଗବାନ ଶିବ ଚୌହାନ ରାଜା ବଲରାମ ଶାସନ କାଳର ମଧ୍ୟରେ ମହାକାଳେଶ୍ଵର ରୂପରେ  ଅବତାରିତ କରିଥିଲେ ।ଏହା ପରେ ମନ୍ଦିର ତାଙ୍କର ପୂଜା ପାଇଁ  ନିର୍ମାଣ ହୋଇଥିଲା।

ସରଣ୍ଡା ର ବିଶ୍ଵେଶ୍ଵର-ବ୍ଲକ  ଅତାବିରା ,ଗ୍ରାମ ସରଣ୍ଡା ବରଗଡ଼ ଏବଂ ସମ୍ବଲପୁର ସହିତ ମିଳନରେ ଏନ.ଏଚ  ରାସ୍ତା କଡରେ ଅବସ୍ଥିତ । ଭଗବାନ ବିଶ୍ଵେଶ୍ଵର ମନ୍ଦିର ଏହିଠାରେ ଅବସ୍ଥିତ । ଏହି ମନ୍ଦିରର ମଧ୍ୟ  ତାଙ୍କର ଦୀବାନ ଦକ୍ଷିଣାୟ  ର ଦେଖାଶୁଣା ରେ ସମ୍ବଲପୁର ର ଅଜିତ ସିଂ ଙ୍କ  ଅମଳରେ ନିର୍ମାଣ କରାଯାଇଥିଲା। ଏହି ସ୍ଥାନ ଭଗବାନ ଶିବଙ୍କର  ମହିମା ର କାରିସ୍ମା କରିଥାନ୍ତି ।

ଆମ୍ବାଭୋନା ର କେଦାରନାଥ – ଆମ୍ବାଭୋନା ବାରୋପହର ପର୍ବତ ପାଦଦେଶ ରେ ଅବସ୍ଥିତ ।ଏହା ଜିଲ୍ଲା ମୁଖ୍ୟାଳୟ ର ଉତ୍ତର ଭାଗର ୩୫ କିମି ଦୂରରେ ଅବସ୍ଥିତ ।ଭଗବାନ କେଦାରନାଥ ଙ୍କ ମନ୍ଦିର ଏକ ସୁନ୍ଦର ପୁଷ୍କରିଣୀ ମଧ୍ୟରେ ଅବସ୍ଥିତ ।ଯଦିଓ ଲୋକପ୍ରିୟ ଧାରଣା ମନ୍ଦିରର  ନିର୍ମାଣର ଶ୍ରେୟ କୁ  ସମ୍ବଲପୁର ରାଜା ବଳିୟସିଂ ଙ୍କୁ ଦିଆଯାଏ, ଇତିହାସ ଏହାକୁ  ଦୀବାନ ଦକ୍ଷିଣାୟଙ୍କୁ   ଅନୁମତି ଦେଇଥାଏ ।

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୩୩୨କି.ମି.(ଜାତୀୟ ରାଜପଥ ଦ୍ଵାରା)

ସଡ଼କ ପଥରେ
ବରଗଡ଼ ୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ହେଉଛି ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ବରଗଡ଼ ରୋଡ।