• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଦୁଃସାହସିକ କାର୍ଯ୍ୟ, ଧାର୍ମିକ, ପ୍ରାକୃତିକ ସୌନ୍ଦର୍ଯ୍ୟ

ଦେକୁଳବା ଗ୍ରାମ ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟ ଠାରୁ ଭେଡେନ ଯାଉଥିବା ରାସ୍ତାପାଖରେ ଅଛି। ତାଳମେଣ୍ଡା ଗ୍ରାମ ପାଖ,ସହରାଟିକ୍ରା ଛକ ରା ପୂର୍ବ ପାଟରେ ଏହି ଗ୍ରାମ ଅବସ୍ଥିତ । ଏହି  ଜାଗା ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟ ଠାରୁ ୨୩ କି.ମି. ଦୂର। ଗିରି ଗୋବର୍ଦ୍ଧନ ପାଇଁ ଏହି ଜାଗା ପ୍ରସିଦ୍ଧ ଯାହା ଗୋଟିଆ ଭଲ ବୁଲିବା ଜାଗା ।ଏହି ଜାଗା ଓଡିଶାର ଲୋକପ୍ରିୟ କୃଷ୍ଣ ପନ୍ଥ ପାଇଁ ସାକ୍ଷ ପ୍ରମାଣ ।ଭଗବାନ କୃଷ୍ଣ, ଯିଏ ବିଷ୍ଣୁ ଓ ଶ୍ରୀ ଜଗନ୍ନାଥଙ୍କ ଅନ୍ୟ ନାମ ଏଠାରେ ପୂଜା ପାଆନ୍ତି ।ଭଗବାନ କୃଷ୍ଣଙ୍କ ନାମ ଅନୁସାରେ ଏହି ପର୍ବତର ନାମ ରଖାଯାଇଛି ଗୋବର୍ଦ୍ଧନ, ମନ ଯାଏ କି ଲୋକଙ୍କ କଲ୍ୟାଣ ପାଇ ଭଗବାନ ଏହି ପର୍ବତ କୁ ଉଠାଇଥିଲେ ।କରତିକ ମାସ ପ୍ରତିପଦା ଅବସରରେ ପ୍ରତିବର୍ଷ  ଗିରି ଗୋବର୍ଦ୍ଧନ ପର୍ବକୁ ପାଳନ କରାଯାଇଥାଏ ।

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୩୩୨କି.ମି.(ଜାତୀୟ ରାଜପଥ ଦ୍ଵାରା

ସଡ଼କ ପଥରେ
ବରଗଡ଼ ୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ହେଉଛି ।

ରେଳଗାଡ଼ିରେ
ନିକଟସ୍ଥ ରେଳଷ୍ଟେସନ ହେଉଛି ବରଗଡ଼ ରୋଡ।