• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Documents
16 ଜାତୀୟ ସ୍ୱାସ୍ଥ୍ୟ ମିଶନ,ବରଗଡ ଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଚୁକ୍ତି ଭିତ୍ତିକ ଡାକ୍ତରୀ ପଦବୀ ପୂରଣ ନିମନ୍ତେ ସାକ୍ଷାତକାର ପାଇଁ ବିଜ୍ଞାପ୍ତି l ଜାତୀୟ ସ୍ୱାସ୍ଥ୍ୟ ମିଶନ,ବରଗଡ ଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଚୁକ୍ତି ଭିତ୍ତିକ ଡାକ୍ତରୀ ପଦବୀ ପୂରଣ ନିମନ୍ତେ ସାକ୍ଷାତକାର ପାଇଁ ବିଜ୍ଞାପ୍ତି  l 25-11-2025 05-12-2025
17 ଜିଲ୍ଲା ମୁଖ୍ୟ ପ୍ରାଣୀଚିକିସ୍ରା ଅଧିକାରୀ, ବରଗଡ ଙ୍କ ତରଫରୁ ଖାଲିଥିବା ପରିଚାରକ (Attendant-Group D) ପଦବୀ ପୂରଣ ପାଇଁ ବିଜ୍ଞାପନ l ଜିଲ୍ଲା ମୁଖ୍ୟ ପ୍ରାଣୀଚିକିସ୍ରା ଅଧିକାରୀ, ବରଗଡ ଙ୍କ ତରଫରୁ ଖାଲିଥିବା ପରିଚାରକ (Attendant-Group D) ପଦବୀ ପୂରଣ ପାଇଁ ବିଜ୍ଞାପନ l 08-06-2024 22-06-2024
18 ବରଗଡ଼ ଜିଲ୍ଲା ରାଜସ୍ୱ ପ୍ରଶାସନ ଅଧିନରେ ଠିକା ଭିତ୍ତିରେ କନିଷ୍ଠ ରାଜସ୍ୱ ସହାୟକ ପଦବୀ ଖାଲି ଥିବା ପଦବୀରେ ଅବସରପ୍ରାପ୍ତ ଗୃପ-ସି କର୍ମଚାରୀଙ୍କୁ ଓଏସଡି ଭାବେ ପୁନଃ ନିୟୁକ୍ତି ନିମନ୍ତେ ବିଜ୍ଞାପନ। ବରଗଡ଼ ଜିଲ୍ଲା ରାଜସ୍ୱ ପ୍ରଶାସନ ଅଧିନରେ ଠିକା ଭିତ୍ତିରେ କନିଷ୍ଠ ରାଜସ୍ୱ ସହାୟକ ପଦବୀ ଖାଲି ଥିବା ପଦବୀରେ ଅବସରପ୍ରାପ୍ତ ଗୃପ-ସି କର୍ମଚାରୀଙ୍କୁ ଓଏସଡି ଭାବେ ପୁନଃ ନିୟୁକ୍ତି ନିମନ୍ତେ ବିଜ୍ଞାପନ।  01-06-2023 30-06-2023
19 ଓଏଭି, ଅତାବିରା ଠାରେ ଠିକା ଶିକ୍ଷକ ନିୟୁକ୍ତି ପାଇଁ ବିଜ୍ଞାପନ ଓଏଭି, ଅତାବିରା ଠାରେ ଠିକା ଶିକ୍ଷକ ନିୟୁକ୍ତି ପାଇଁ ବିଜ୍ଞାପନସୂଚନା: ୧୦ ଜୁନ୍ ୨୦୨୩ (ଶନିବାର) ପୂର୍ବାହ୍ନ ୯.୦୦ରେ ଏକ ସାମୁହିକ ସାକ୍ଷାତକାର ଅନୁଷ୍ଠିତ ହେବ 22-05-2023 10-06-2023
20 ଓଏଭି ଗୋବିନ୍ଦପୁର ଠାରେ ଏକାଦଶ ବାଣିଜ୍ୟ ଓ ବିଜ୍ଞାନ ବିଭାଗର ୨୦୨୩-୨୪ରେ ନାମଲେଖା ପାଇଁ ପ୍ରାକ୍ଟିସ୍ ଓ ନାମଲେଖା ଫର୍ମ ପ୍ରକାଶନ ଓଏଭି ଗୋବିନ୍ଦପୁର ଠାରେ ଏକାଦଶ ବାଣିଜ୍ୟ ଓ ବିଜ୍ଞାନ ବିଭାଗର ୨୦୨୩-୨୪ରେ ନାମଲେଖା ପାଇଁ ପ୍ରାକ୍ଟିସ୍ ଓ ନାମଲେଖା ଫର୍ମ ପ୍ରକାଶନ  20-05-2023 30-06-2023
21 ଓ. ଏ. ଭି. ଅମ୍ବଭୋନା ଠାରେ ସମ୍ପୂର୍ଣ୍ଣ ଅସ୍ଥାୟୀ ଭିତ୍ତିରେ ଠିକା ଶିକ୍ଷକ ନିୟୁକ୍ତି ପାଇଁ ବିଜ୍ଞାପନ ଓ. ଏ. ଭି. ଅମ୍ବଭୋନା ଠାରେ ସମ୍ପୂର୍ଣ୍ଣ ଅସ୍ଥାୟୀ ଭିତ୍ତିରେ ଠିକା ଶିକ୍ଷକ ନିୟୁକ୍ତି ପାଇଁ ବିଜ୍ଞାପନସୂଚନା : ସାକ୍ଷାତକାର ତାରିଖ ୩୧.୦୫.୨୦୨୨ରେ ହେବ 12-05-2023 31-05-2023
22 ବରଗଡ଼ ଜିଲ୍ଲାରେ ଗ୍ରାମ ରୋଜଗାର ସେବକ (ଜିଆରଏସ୍) ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଉଛି । ବରଗଡ଼ ଜିଲ୍ଲାରେ ଗ୍ରାମ ରୋଜଗାର ସେବକ (ଜିଆରଏସ୍) ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଉଛି ।  01-05-2023 20-05-2023
23 ଓଏଭି, କେଶଇପାଲି, ଭଟଲି ର ସାମୁହିକ ସାକ୍ଷାତକାର ପାଇଁ ବିଜ୍ଞାପନ ୧୦ ତାରିଖ (ବୁଧବାର) ସକାଳ ୯ଟାରେ ଓଏଭି, କେଶଇପାଲି, ଭଟଲି ପରିସରରେ ଟିଜିଟି ଗଣିତରେ ନିୟୋଜିତ ହେବା ପାଇଁ ସାମୁହିକ ସାକ୍ଷାତକାର ଅନୁଷ୍ଠିତ ହେବ  29-04-2023 07-05-2023