ବରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ
| କ୍ରମିକ ସଂଖ୍ୟା | ଅଧିକାରୀ |
|---|---|
| ୧ | ଏଡିମଅ(ଏଫ ୱ), |
| ୨ | ଏଡିମଅ (ସାର୍ବଜନୀନ ସ୍ୱାସ୍ଥ୍ୟ) |
| ୩ | ଏଡିମଅ (ମେଡିକାଲ) |
| ୪ | ଜିଲ୍ଲା ଟିବି ଅଧିକାରୀ |
| ୫ | ଡିମଅ (ଜିଲ୍ଲା ମାଲେରିଆ ଅଧିକାରୀ) |
| ୬ | ଡିଏଲଅ (ଜିଲ୍ଲା ଲେପରୋଷୀ ଅଧିକାରୀ) |
| କ୍ରମିକ ସଂଖ୍ୟା | ଅଧିକାରୀ |
|---|---|
| ୧ | ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ |
| ୨ | ଜିଲ୍ଲା ଖାତା ପ୍ରବନ୍ଧକ |
| ୩ | ଜିଲ୍ଲା ଡାଟା ପ୍ରବନ୍ଧକ |
| ୪ | ଉପ ପ୍ରବନ୍ଧକ, ଆର ସି ଏଚ |
| ୫ | ଉପ ପ୍ରବନ୍ଧକ, ଆଶା |
| ୬ | ଉପ ପ୍ରବନ୍ଧକ, ଜିକେ ଏସ |
| ୭ | ଉପ ପ୍ରବନ୍ଧକ ଏବଂ ଜେଇଏସ |
୨୦୧୧-୨୦୧୨ ର ଉପଲବଧି
- ମୋଟ ନସବନ୍ଧୀ ସଂଖ୍ୟା- ଲକ୍ଷ୍ୟ ୫୮୯୮ ରୁ ୫୯୨୫. |
- ସମ୍ପୂର୍ଣ ଟୀକାକରଣ– ୮୧%. |
- ବର୍ଷ ୨୦୧୦-୧୧ ରେ ସଂସ୍ଥାଗତ ବିତରଣ ୧୭୬୩୨ ରୁ ଅଗ୍ରଣୀ ହୋଇକି ୨୦୧୧-୧୨ ରେ ୧୯୨୧୬ ହୋଇଅଛି। |
- ସର୍ବୋମୋଟ ମୋବାଇଲ ସ୍ୱାସ୍ଥ୍ୟ ଇଉନିଟ (ଏମଏଚୟୁ)ସଞ୍ଚାଳନ-୫ |
- ଜନନୀ ଏକ୍ସପ୍ରେସ ମାଧ୍ୟମ ରେ ମୋଟ ଗୋର୍ଭବତୀ ମହିଳା ଏବଂ ଅସୁସ୍ଥ ଙ୍କ ବ୍ୟବସ୍ଥା- ୧୨ |
- ୧୨ ଟି ଏମ ଆଇ ଏମ ତଥା କ୍ଷେତ୍ର ସମନବ୍ୟାକ ମା ଏବଂ ଶିଶୁ ର ଚାଇଲ୍ଡ ଟ୍ରାକିଂ ସିସ୍ଟେମ(ଏମ ସିଟି ଏମ ) ରେ ଉଚିତ ପ୍ରବନ୍ଧନ ପାଇଁ ସମସ୍ତ ବ୍ଲକ ରେ ଏନଆରଏଚଏମ ଜରିଆରେ ଲଗା ଯାଇଅଛି ।
- ୪୭ ଟି ଆୟୁଷ ଏମଓଏସ ଏବଂ ୦୫ ଟି ଭେଷଜଜ୍ଞ ଙ୍କ ଏନଆରଏଚଏମ ଜରିଆରେ ଲଗା ଯାଇଅଛି |
- ୦୫ ଟି ଗ୍ରାମୀଣ ସ୍ୱାସ୍ଥ୍ୟ ଶିବିର(ବିଜୁ ଗ୍ରାମୀଣ ସ୍ୱାସ୍ଥ୍ୟ ଶିବିର –ବିଜିଏସଏସ ) ଗ୍ରାମସ୍ତର ରେ ଅୟଜୋନ କରାଯାଇ |
- ୩୨ ଟି ଆବାସିକ ବିଦ୍ୟାଳୟ ର ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ସମ୍ପୂର୍ଣ କରାଯାଇ ଅଛି ୦୫ ଟି ଏମଏଚୟୁ ଏହି ସବୁଦିନ ଗୁଡିକରେ ନିଶ୍ଚିତ ସେବା ପାଇଁ ସ୍ୱାସ୍ଥ୍ୟ ସେବା ଗୁଡିକ ପୁରା କରିବାପାଇଁ କାର୍ଯ୍ୟ ରେ ଲାଗିଛନ୍ତି ।
- ୭୬୫୦ ଟି କୁପୁଷ୍ଟି ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଅଛି । ଏବଂ ପାସ୍ତିକାର ଦିବସ ରେ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଅଛି I
- ୨୨୧୬୨ ଟି ଗର୍ଭବତୀ ମହିଳାଙ୍କ ବିଏଚଏନଡି ସତ୍ରୋନ ଜରିଆରେ ଉପକୃତ ହୋଇଛନ୍ତି I
ବରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ଅନୁଷ୍ଠାନ ସଂସ୍ଥା
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ- ୦୧
- ଉପ ମଣ୍ଡଳ ଚିକିତ୍ସାଳୟ-୦୧
- ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର-୧୪
- ଏକକ ଡାକ୍ତର ପି.ଏଚ.ସି (ପି.ଏଚ.ସି ନୂତନ)- ୪୮
- ମୋଟ- ୬୪
| ଅନୁଷ୍ଠାନ | ସଂଖ୍ୟା |
|---|---|
| ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ ର ସଂଖ୍ୟା | ୦୧ |
| ବ୍ଲକ ସଂଖ୍ୟା | ୧୨ |
| ଉପ ମଣ୍ଡଳ ଚିକିତ୍ସାଳୟ ର ସଂଖ୍ୟା | ୦୧ |
| ସି ଏଚ ସି ର ସଂଖ୍ୟା | ୧୪ |
| ପି ଏଚ ସି(ନୂଆ)( ଡକ୍ଟର ଗୋଟିଏ) | ୪୮ |
| ମୋବାଇଲ ସ୍ୱାସ୍ଥ୍ୟ ଗୋଷ୍ଠୀ ର ସଂଖ୍ୟା | ୦୫ |
| ଉପ କେନ୍ଦ୍ର ର ସଂଖ୍ୟା | ୨୦୪ |
| ହାସପିଟାଲ ରେ ଉପଲବ୍ଧ ଶଯ୍ୟା ର ସଂଖ୍ୟା | ୩୧୪ |
| ଅନୁଷ୍ଠାନ | ସଂଖ୍ୟା |
|---|---|
| ପ୍ରଶିକ୍ଷଣ କେନ୍ଦ୍ର | ୦୦ |
| ଜି ଏନ ଏମ ପ୍ରଶିକ୍ଷଣ ବିଦ୍ୟାଳୟ | ୦୦ |
| ଏ ଏନ ଏମ ପ୍ରଶିକ୍ଷଣ ବିଦ୍ୟାଳୟ | ୦୦ |
| ଏମ ପି ଏଚ ଡବ୍ଲୁ (ଛାତ୍ର) ପ୍ରଶିକ୍ଷଣ | ୦୦ |
| ପୋଷ୍ଟପରଟମ ପ୍ରଶିକ୍ଷଣ | ୦୪ |
| ଉପ କେନ୍ଦ୍ର | ୨୦୪ |
| ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରଶିକ୍ଷଣ କେନ୍ଦ୍ର | ୦୦ |
| ଅଙ୍ଗନୱାଡି କେନ୍ଦ୍ର (ଏ ଡବ୍ଲୁ ସି) | ୧୪୭୪ |
| ଏଲ ୧ ଅନୁଷ୍ଠାନ ସଂସ୍ଥା ର ସଂଖ୍ୟା | ୪୭ |
| ଏଲ ୨ ଅନୁଷ୍ଠାନ ସଂସ୍ଥା ର ସଂଖ୍ୟା | ୧୫ |
| ଏଲ ୩ ଅନୁଷ୍ଠାନ ସଂସ୍ଥା ର ସଂଖ୍ୟା | ୦୫ |
| ଜିଲ୍ଲା ରେ ଆଶା ର ସଂଖ୍ୟା | ୧୪୬୦ |
| ଜିଲ୍ଲା ରେ ଜି କେ ଏସ ର ସଂଖ୍ୟା | ୧୧୩୬ |
| ଅନୁଷ୍ଠାନ | ସଂଖ୍ୟା |
|---|---|
| ପ୍ରସବ ର ଆୟଜୋନ ସୁବିଧା କରିବା ପାଇଁ ମୋଟ ସଂଖ୍ୟା | ୪୨ |
| ଏଫରଈଊ ଏସ | ୦୫ |
| ଉପକେନ୍ଦ୍ର ଡେଲିଭେରୀ ଆୟଜୋନ | ୨୧ |
| ବେସରକାରୀ ଚିକିତ୍ସାଳୟ/ ସେବା ବସସ୍ଥାନ | ୨୨ |
| ଏସ ଏନ ସି ୟୁ ଏସ (ପ୍ରକୀୟାଧୀନ) | ୦୧ |
| ନବଜାତ ସ୍ଥିରୀକରଣ ୟୁନିଟ | ୦୩ |
| ନବଜାତ କର୍ନର | ୩୯ |
| ଅନୁଷ୍ଠାନ | ଅଧିକାରୀ | ଦାୟିତ୍ଵ |
|---|---|---|
| ସିଡିଏମଓ | ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ | ଜିଲ୍ଲା ସମୂହ ର ସ୍ୱାସ୍ଥ୍ୟ ଅବସ୍ଥା ,ସ୍ୱାସ୍ଥ୍ୟ ଅନୁଷ୍ଠାନ ସଂସ୍ଥା,କାର୍ଯ୍ୟକ୍ରମ ନିଷ୍ପତି ଗୁଡିକର ଦାୟିତ୍ଵ ନିର୍ବାହ କରିବା । |
| ଏଡିଏମଓ | ଉପ ମଣ୍ଡଳ ଚିକିତ୍ସା ଅଧିକାରୀ | ଉପ ବିଭାଗୀୟ ଚିକିତ୍ସାଳୟ ର କାର୍ଯ୍ୟନିର୍ବାହୀ କରିବା ଏବଂ କାର୍ଯ୍ୟକ୍ରମ ଗୁଡିକର କ୍ରିୟାକଳାପ କରିବା । |
| ଏଡିଏମଓ (ମେଡିକାଲ ) | ସହାୟକ ଜିଲ୍ଲା ଚିକିତ୍ସା ଅଧିକାରୀ | ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ ର ପ୍ରବନ୍ଧନ ଏବଂ କାର୍ଯ୍ୟକ୍ରମ ଗୁଡିକର କ୍ରିୟାକଳାପ କରିବା। |
| ଏମଓ ଆଇ/ସି | ଚିକିତ୍ସା ଅଧିକାରୀ ଙ୍କ ଦାୟିତ୍ଵ | ସମସ୍ତ ବ୍ଲକ ମାନଙ୍କ ରେ ଥିବା ପିଏଚସି/ସିଏଚସି / ପିଏଚସି(ଏନ) ର ଦାୟିତ୍ଵ, ରୋଗନିବାକର ସେବା,କାର୍ଯ୍ୟକ୍ରମ ନିଷ୍ପତି, ଉପ-କେନ୍ଦ୍ର ଗତିବିଧି, ଇତ୍ୟାଦି । |
| ଏଡିଏମଓ (ପିଏଚ ) | ସହାୟକ ଜିଲ୍ଲା ଚିକିତ୍ସା ଅଧିକାରୀ | ସାର୍ବଜନିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା। |
| ଡିଏମଓ | ଜିଲ୍ଲା ମ୍ୟାଲେରିଆ ଅଧିକାରୀ | ଜିଲ୍ଲା ରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା। |
| ଏଡିଏମଓ(ଏଫଡବ୍ଲୁ) | ସହାୟକ ଜିଲ୍ଲା ଚିକିତ୍ସା ଅଧିକାରୀ | ଆରସିଏଚ କାର୍ଯ୍ୟକ୍ରମ,ଟୀକାକରଣ କାର୍ଯ୍ୟକ୍ରମ ଏବଂ ପରିବାର ନିୟଜୋନ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା । |
| ଡିଟିଓ | ଜିଲ୍ଲା ଯକ୍ଷ୍ମା ରୋଗ ଅଧିକାରୀ | ଯକ୍ଷ୍ମା ରୋଗ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା । |
| ଡିପିଏମ(ଡିବିସିଏସ) | ରାଷ୍ଟ୍ରୀୟ ଅନ୍ଧାପଣ ନିୟନ୍ତ୍ରଣ କାର୍ଯ୍ୟକ୍ରମ | ଅନ୍ଧାପଣ ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା । |
ମୁଖ୍ୟ କାର୍ଯାଳୟର ଠିକଣା
ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ
ସ୍ଥାନ/ପୋଷ୍ଟ..- ବରଗଡ଼, ଜିଲ୍ଲl-ବରଗଡ଼, ପିନ– ୭୬୮୦୨୮, ଓଡିଶା, ଭାରତ
ଦୁରଭାଷ ୦୬୬୪୬-୨୩୧୭୬୩0
ଇ-ମେଲ:dpmu@gmail[dot]com,cdmobargarh@gmail[dot]com