• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ, ଧାର୍ମିକ

ସଙ୍କ୍ରିଡା, ଜିଲ୍ଲାର ଭେଦେନ ବ୍ଲକ ର ଗୋଟିଆ ଗ୍ରାମ । ଏହା ମୁଖ୍ୟ  କାର୍ଯ୍ୟଲୟ ଠାରୁ ୩୫ କି.ମି. ଦୂର । ବିନ୍ଧ୍ୟବାସିନୀ ପର୍ବତ ଶଙ୍କର ଗ୍ରାମ ପାଖରେ ଅଛି । ଏହି ପର୍ବତ ରା ନାମ ଅନୁସାରେ ଏଠାରେ ଦେବୀ ବିନ୍ଧ୍ୟବାସିନୀ ପୂଜା ପାଆନ୍ତି । ଏଠାରେ ଲୋକମାନଙ୍କ ଉପରେ ଦେବୀଙ୍କର ବହୁତ ଧାର୍ମିକ ପ୍ରଭାବ ପଡିଥାଏ । ଏହି ଜାଗାକୁ ଓଡିଶା  ସରକାର ପର୍ଯ୍ୟଟନ ସ୍ଥଳୀ ହିସାବରେ ଗ୍ରହଣ କରିଛି ।

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୩୩୨କି.ମି.(ଜାତୀୟ ରାଜପଥ ଦ୍ଵାରା)

ସଡ଼କ ପଥରେ
ବରଗଡ଼ ୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ହେଉଛି ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ବରଗଡ଼ ରୋଡ।