• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଦୁଃସାହସିକ କାର୍ଯ୍ୟ, ସଂସ୍କୃତି ଓ ଐତିହ୍ୟ, ଧାର୍ମିକ

ଐତିହାସିକ ରୂପରେ ପ୍ରସିଦ୍ଧ ଗାଁ ଗଣିଆପଳି ଜିଲ୍ଲାର ଗଇସିଲଟ ବ୍ଲକ ରେ ଅଛି ଯାହା ମୁଖ୍ୟ କାର୍ଯ୍ୟଳୟ ଠାରୁ ୭୫ କି.ମି. ଦୂର ।ଇତିହାସକରି ମାନଙ୍କ ମଣିବା ଅନୁସାରେ ଏହା ଅତୀତରେ ବୌଦ୍ଧଙ୍କ ସ୍ଥାନ ଥିଲା ।ଏଠାରେ ଗୋଟିଏ ଦୁର୍ଲଭ  ପଦ୍ମଫୁଳରେ ବସିବା ସହିତ ବେକରେ ସାପ ଧରିଥିବା ବୌଦ୍ଧ  ପ୍ରତିମା ଥିଲା ଯାହା ୨୦୦୭ ରେ ଚୋରୀ  ହୋଇଥିଲା ଆଉ  ଏ ପର୍ଯ୍ୟନ୍ତ ସେ ବିଷୟ ରେ କିଛି ଜଣା ପଡି ନାହିଁ ।

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୩୩୨କି.ମି.(ଜାତୀୟ ରାଜପଥ ଦ୍ଵାରା

ସଡ଼କ ପଥରେ
ବରଗଡ଼ ୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ହେଉଛି ।

ରେଳଗାଡ଼ିରେ
ନିକଟସ୍ଥ ରେଳଷ୍ଟେସନ ହେଉଛି ବରଗଡ଼ ରୋଡ।