ବର୍ଗ : ସଂସ୍କୃତି ଓ ଐତିହ୍ୟ, ଧାର୍ମିକ
ଅର୍ଜୁଣ୍ଡା ଗୋଟିଆ ଗାଁ ଯାହା ମହାନଦୀ ତଟରେ ଓ ବରପାହାଡ ବଣ ସୀମାର ଉତ୍ତରରେ ଅବସ୍ଥିତ ।ଏହା ବରଗଡ଼ ର ଅମ୍ବାଭୋନା ବ୍ଲକ ରେ ଅଛି । ଜଙ୍ଗଲରେ ଘେରା, ବାଣିଝରିଆ ଝରଣା ଓ କେଦାରନାଥ ଝରଣା ମଝିରେ ଏହା ଉପସ୍ଥିତ । ଏଠିକାର ମନ୍ଦିରରେ ଦେବୀ ପଥରାସିନୀ ପୂଜା ପାଆନ୍ତି । ଚନ୍ଦ୍ରପୁର ର ଦେବୀ ଚନ୍ଦ୍ରସିନୀ, ପଦମପୁର ର ଦେବୀ ପଦ୍ମାସିନୀ ଓ ଅର୍ଜୁଣ୍ଡା ର ଦେବୀ ପଥରାସିନୀ ହେଉଛନ୍ତି ତିନି ଭଉଣୀ । ଏହା ହେଉଛି ପ୍ରସିଦ୍ଧ ବୁଲିବା ଜାଗା ।
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୩୩୨କି.ମି.(ଜାତୀୟ ରାଜପଥ ଦ୍ଵାରା
ସଡ଼କ ପଥରେ
ବରଗଡ଼ ୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ହେଉଛି ।
ରେଳଗାଡ଼ିରେ
ନିକଟସ୍ଥ ରେଳଷ୍ଟେସନ ହେଉଛି ବରଗଡ଼ ରୋଡ।