• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ସଂସ୍କୃତି ଓ ଐତିହ୍ୟ, ପ୍ରାକୃତିକ, ଧାର୍ମିକ, ପ୍ରାକୃତିକ ସୌନ୍ଦର୍ଯ୍ୟ

ନୃଶିଂହନାଥ ଜିଲ୍ଲା ର ଏକ ପ୍ରସିଦ୍ଧ ସ୍ଥାନ ଅଟେ ଏହା ଅତୀତର ବୋରାସମ୍ବର ସାମ୍ରାଜ୍ୟ ସହିତ ସମ୍ବନ୍ଧିତ।ବର୍ତମାନ ଯାହା ପଦମପୁର ଉପ-ମଣ୍ଡଳ ନାମ ରେ ଜଣା ଯାଉଅଛି ।ଏହା ଜିଲ୍ଲା ମୁଖ୍ୟାଳୟରୁ ୧୫୦କି.ମି ଦୂର ରେ ଅବସ୍ଥିତ ।ଶ୍ରୀ ଶ୍ରୀ ନୃଶିଂହନାଥ ଙ୍କ ମନ୍ଦିର ଗନ୍ଧମର୍ଦନ ପର୍ବତର  ପାଦଦେଶରେ ଅବସ୍ଥିତ ଯାହା ପ୍ରାୟ  ୩୨୩୪ ଫୁଟ ଉଚ୍ଚରେ ଅବସ୍ଥିତ । ପାଟଣା ର ଅଷ୍ଠତମ ଚୌହାନ ରାଜା ବୈଜାଲଦେବ ମନ୍ଦିର ନିର୍ମାଣ କରିଥିଲେ ।ମନ୍ଦିର ର ପସ୍ତର କାନ୍ଥ ରେ ଏକ ରୁ ଏକ  ଶିଳାଲେଖ ଏହାର ନିର୍ମାଣ ସଂବନ୍ଧରେ ଇତିହାସ ର କଥା କହୁଅଛି । ମନ୍ଦିରରେ ଯଉ ଅବିଶ୍ଵସନୀୟ ପ୍ରକୃତିକ  ସୁନ୍ଦରତା ରେ ପରିପୂର୍ଣ ଅଛି ଭଗବାନ ବିଷ୍ଣୁଙ୍କର ପୂଜା ମାରଜରା କେଶରୀ ରୂପରେ କରା  ଯାଏ ।ଓଡିଶା ସରକାର ଏହି ସ୍ଥାନ କୁ ଏକ ପର୍ଯଟକ ସ୍ଥଳୀ ରେ ନାମିତ କରାଯାଇଛି ।

ଆମ୍ଭେ ହୟୁନ ତ୍ସଙ୍ଗ  ଙ୍କ ଠାରୁ  ବର୍ଣ୍ଣନା  ରୁ ଶିଖୁଛୁ  ଏହା  କି ଯେ  ଅତୀତରେ ଏକ ବୌଦ୍ଧ ସ୍ଥାନ ଥିଲା ଯାହାକୁ ପାରମିଳାଗିରି କୁହାଯାଉଥିଲା। ବୌଦ୍ଧ ଶର୍ମାନ ନାଗାର୍ଜୁନ ଅତୀତରେ ଏହିଠାରେ ରହୁଥିଲେ ଐତିହାସିକ ଶାକ୍ଷି ଅଛି।ମନ୍ଦିର ପାଖରେ ଏକ ପ୍ରସ୍ରବଣ ଅଛି ଯାହା କପିଳଧାର,ଭୀମ ଧାର,ସୀତା କୁଣ୍ଡ,ଗୋ କୁଣ୍ଡ ଭୋଳି ବିଭିନ୍ନ  ସ୍ଥାନ ରେ ଅଲଗା ଅଲଗା ନାମ ରହିଅଛି ।ଗନ୍ଧମାର୍ଦ୍ଧନ ପାହାଡ ର ଶୀର୍ଷତମ ବିନ୍ଦୁ କୁ ଭୀମ ମଦୁଆ ନାମ ରେ ଜଣା ଯାଏ ।ପବିତ୍ର ବ୍ୟଶାଖ ମେଳା (ଗ୍ରୀଷ୍ମକାଳୀନ ମହୋତ୍ସବ) ଏହିଠାରେ  ନୃଶିଂହନାଥ ଚତୁରଦର୍ଶୀ ର ଅବସରରେ  ଆୟୋ ଜିତ ହୋଇଥାଏ ।ସବୁ ବର୍ଷ ଏହା  ଏକ ବିଶାଳ ସଭା କୁ ଆକର୍ଷିତ କରିଥାଏ ।ପର୍ବ ରେ ଏଠାରେ ପିକନିକ ପାଇଁ ଏକ ଲୋକପ୍ରିୟ ଭାବରେ ପସନ୍ଦ ର ସ୍ଥାନ ଅଟେ ।ପବିତ୍ର ବ୍ୟଶାଖ ମେଳା (ଗ୍ରୀଷ୍ମକାଳୀନ ମହୋତ୍ସବ) ଏହିଠାରେ  ନୃଶିଂହନାଥ ଚତୁରଦର୍ଶୀ ର ଅବସରରେ  ଆୟୋ ଜିତ ହୋଇଥାଏ ।ସବୁ ବର୍ଷ ଏହା  ଏକ ବିଶାଳ ସଭା କୁ ଆକର୍ଷିତ କରିଥାଏ ।ପର୍ବ ରେ ଏଠାରେ ପିକନିକ ପାଇଁ ଏକ ଲୋକପ୍ରିୟ ଭାବରେ ପସନ୍ଦ ର ସ୍ଥାନ ଅଟେ ।

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୩୩୨କି.ମି.(ଜାତୀୟ ରାଜପଥ ଦ୍ଵାରା)

ସଡ଼କ ପଥରେ
ବରଗଡ଼ ୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ହେଉଛି ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ବରଗଡ଼ ରୋଡ।