• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଦୁଃସାହସିକ କାର୍ଯ୍ୟ, ପ୍ରାକୃତିକ, ପ୍ରାକୃତିକ ସୌନ୍ଦର୍ଯ୍ୟ

ବୁଢାରଜା ପାହାଡ ଜିଲ୍ଲାର ଭେଡେନ ବ୍ଲକ ସ୍ଥିତ ପାପଙ୍ଗ ଗାଁ ପାଖରେ ଅବସ୍ଥିତ ।ଏହି ପହଡର କ୍ଷେତ୍ରଫଳ ୫୦ ରୁ ୬୦ ଏକର । ଏହା ତଳୁ ଉପରକୁ ୬୦୦ ଫୁଟ ଉଚ୍ଚ।ପାପଙ୍ଗ ଗାଁ ବାହାରେ ଓ  ପପଙ୍ଗା ପାହାଡ ତଳେ ଗୋଟିଏ ମନ୍ଦିର ଅଛି ଯେଉଠାରେ ବୁଢାରଜା ପୂଜା ପାଆନ୍ତି।ଏଠାରେ ଗୋଟିଏ ସୁନ୍ଦର ଜଙ୍ଗଲ ରା ଉଦ୍ୟାନ ଅଛି ଯାହା ବନଖୋଲ ନାମରେ ଜଣା ଯାଏ।ଏଠାରେ ଆଉ ମଧ୍ୟ ଜାଗା ଅଛି ଯେମିତି କି ଭଗବାନ ଶ୍ରୀ ରାମଙ୍କ ମନ୍ଦିର,ଗୋଟିଏ ଯୋଗାଶ୍ରମ,ଗୋଟିଏ ଆମ୍ବ ବଗିଚା ଏବଂ ଗୋଟିଏ ତ୍ରିକୋଣିଆ ପୋଖରୀ ଅଛି ।ଏଠାରେ ପ୍ରତିବର୍ଷ ଚୈତ୍ୟ ପୁର୍ଣିମା ଦିନ ବନବିହାର ଉତ୍ସବ ପାଳନ କରାଯାଏ ଯାହା ଜିଲ୍ଲାର ବିଭିନ୍ନ ସ୍ଥାନ ସହିତ ବାହାର ଲୋକଙ୍କୁ ଅଧ୍ୟା ଆକର୍ଷଣ କରିଥାଏ ।

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୩୩୨କି.ମି.(ଜାତୀୟ ରାଜପଥ ଦ୍ଵାରା

ସଡ଼କ ପଥରେ
ବରଗଡ଼ ୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ହେଉଛି ।

ରେଳଗାଡ଼ିରେ
ନିକଟସ୍ଥ ରେଳଷ୍ଟେସନ ହେଉଛି ବରଗଡ଼ ରୋଡ।