• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ବରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ

ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ
କ୍ରମିକ ସଂଖ୍ୟାଅଧିକାରୀ
ଏଡିମଅ(ଏଫ ୱ),
ଏଡିମଅ (ସାର୍ବଜନୀନ ସ୍ୱାସ୍ଥ୍ୟ)
ଏଡିମଅ (ମେଡିକାଲ)
ଜିଲ୍ଲା ଟିବି ଅଧିକାରୀ
ଡିମଅ (ଜିଲ୍ଲା ମାଲେରିଆ ଅଧିକାରୀ)
ଡିଏଲଅ (ଜିଲ୍ଲା ଲେପରୋଷୀ ଅଧିକାରୀ)
ଜିଲ୍ଲା ସ୍ତରୀୟ ଏନ ଆର ଏଚ ଏମ ଅଧିକାରୀ
କ୍ରମିକ ସଂଖ୍ୟାଅଧିକାରୀ
ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ
ଜିଲ୍ଲା ଖାତା ପ୍ରବନ୍ଧକ
ଜିଲ୍ଲା ଡାଟା ପ୍ରବନ୍ଧକ
ଉପ ପ୍ରବନ୍ଧକ, ଆର ସି ଏଚ
ଉପ ପ୍ରବନ୍ଧକ, ଆଶା
ଉପ ପ୍ରବନ୍ଧକ, ଜିକେ ଏସ
ଉପ ପ୍ରବନ୍ଧକ ଏବଂ ଜେଇଏସ

୨୦୧୧-୨୦୧୨ ର ଉପଲବଧି

  • ମୋଟ ନସବନ୍ଧୀ ସଂଖ୍ୟା- ଲକ୍ଷ୍ୟ ୫୮୯୮ ରୁ ୫୯୨୫. |
  • ସମ୍ପୂର୍ଣ ଟୀକାକରଣ– ୮୧%. |
  • ବର୍ଷ ୨୦୧୦-୧୧ ରେ ସଂସ୍ଥାଗତ ବିତରଣ ୧୭୬୩୨ ରୁ ଅଗ୍ରଣୀ ହୋଇକି ୨୦୧୧-୧୨ ରେ ୧୯୨୧୬ ହୋଇଅଛି। |
  • ସର୍ବୋମୋଟ ମୋବାଇଲ ସ୍ୱାସ୍ଥ୍ୟ ଇଉନିଟ (ଏମଏଚୟୁ)ସଞ୍ଚାଳନ-୫ |
  • ଜନନୀ ଏକ୍ସପ୍ରେସ ମାଧ୍ୟମ ରେ ମୋଟ ଗୋର୍ଭବତୀ ମହିଳା ଏବଂ ଅସୁସ୍ଥ ଙ୍କ ବ୍ୟବସ୍ଥା- ୧୨ |
  • ୧୨ ଟି ଏମ ଆଇ ଏମ ତଥା କ୍ଷେତ୍ର ସମନବ୍ୟାକ ମା ଏବଂ ଶିଶୁ ର ଚାଇଲ୍ଡ ଟ୍ରାକିଂ ସିସ୍ଟେମ(ଏମ ସିଟି ଏମ ) ରେ ଉଚିତ ପ୍ରବନ୍ଧନ ପାଇଁ ସମସ୍ତ ବ୍ଲକ ରେ ଏନଆରଏଚଏମ ଜରିଆରେ ଲଗା ଯାଇଅଛି ।
  • ୪୭ ଟି ଆୟୁଷ ଏମଓଏସ ଏବଂ ୦୫ ଟି ଭେଷଜଜ୍ଞ ଙ୍କ ଏନଆରଏଚଏମ ଜରିଆରେ ଲଗା ଯାଇଅଛି |
  • ୦୫ ଟି ଗ୍ରାମୀଣ ସ୍ୱାସ୍ଥ୍ୟ ଶିବିର(ବିଜୁ ଗ୍ରାମୀଣ ସ୍ୱାସ୍ଥ୍ୟ ଶିବିର –ବିଜିଏସଏସ ) ଗ୍ରାମସ୍ତର ରେ ଅୟଜୋନ କରାଯାଇ |
  • ୩୨ ଟି ଆବାସିକ ବିଦ୍ୟାଳୟ ର ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ସମ୍ପୂର୍ଣ କରାଯାଇ ଅଛି ୦୫ ଟି ଏମଏଚୟୁ ଏହି ସବୁଦିନ ଗୁଡିକରେ ନିଶ୍ଚିତ ସେବା ପାଇଁ ସ୍ୱାସ୍ଥ୍ୟ ସେବା ଗୁଡିକ ପୁରା କରିବାପାଇଁ କାର୍ଯ୍ୟ ରେ ଲାଗିଛନ୍ତି ।
  • ୭୬୫୦ ଟି କୁପୁଷ୍ଟି ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଅଛି । ଏବଂ ପାସ୍ତିକାର ଦିବସ ରେ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଅଛି I
  • ୨୨୧୬୨ ଟି ଗର୍ଭବତୀ ମହିଳାଙ୍କ ବିଏଚଏନଡି ସତ୍ରୋନ ଜରିଆରେ ଉପକୃତ ହୋଇଛନ୍ତି I

ବରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ଅନୁଷ୍ଠାନ ସଂସ୍ଥା

  • ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ- ୦୧
  • ଉପ ମଣ୍ଡଳ ଚିକିତ୍ସାଳୟ-୦୧
  • ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର-୧୪
  • ଏକକ  ଡାକ୍ତର ପି.ଏଚ.ସି   (ପି.ଏଚ.ସି ନୂତନ)- ୪୮
  • ମୋଟ- ୬୪
ସ୍ୱାସ୍ଥ୍ୟ ଭିତ୍ତି ସଂରଚନା
ଅନୁଷ୍ଠାନସଂଖ୍ୟା
ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ ର ସଂଖ୍ୟା୦୧
ବ୍ଲକ ସଂଖ୍ୟା୧୨
ଉପ ମଣ୍ଡଳ ଚିକିତ୍ସାଳୟ ର ସଂଖ୍ୟା୦୧
ସି ଏଚ ସି ର ସଂଖ୍ୟା୧୪
ପି ଏଚ ସି(ନୂଆ)( ଡକ୍ଟର ଗୋଟିଏ)୪୮
ମୋବାଇଲ ସ୍ୱାସ୍ଥ୍ୟ ଗୋଷ୍ଠୀ ର ସଂଖ୍ୟା୦୫
ଉପ କେନ୍ଦ୍ର ର ସଂଖ୍ୟା୨୦୪
ହାସପିଟାଲ ରେ ଉପଲବ୍ଧ ଶଯ୍ୟା ର ସଂଖ୍ୟା୩୧୪
ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତି ସଂରଚନା
ଅନୁଷ୍ଠାନସଂଖ୍ୟା
ପ୍ରଶିକ୍ଷଣ କେନ୍ଦ୍ର୦୦
ଜି ଏନ ଏମ ପ୍ରଶିକ୍ଷଣ ବିଦ୍ୟାଳୟ୦୦
ଏ ଏନ ଏମ ପ୍ରଶିକ୍ଷଣ ବିଦ୍ୟାଳୟ୦୦
ଏମ ପି ଏଚ ଡବ୍ଲୁ (ଛାତ୍ର) ପ୍ରଶିକ୍ଷଣ୦୦
ପୋଷ୍ଟପରଟମ ପ୍ରଶିକ୍ଷଣ୦୪
ଉପ କେନ୍ଦ୍ର୨୦୪
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରଶିକ୍ଷଣ କେନ୍ଦ୍ର୦୦
ଅଙ୍ଗନୱାଡି କେନ୍ଦ୍ର (ଏ ଡବ୍ଲୁ ସି)୧୪୭୪
ଏଲ ୧ ଅନୁଷ୍ଠାନ ସଂସ୍ଥା ର ସଂଖ୍ୟା୪୭
ଏଲ ୨ ଅନୁଷ୍ଠାନ ସଂସ୍ଥା ର ସଂଖ୍ୟା୧୫
ଏଲ ୩ ଅନୁଷ୍ଠାନ ସଂସ୍ଥା ର ସଂଖ୍ୟା୦୫
ଜିଲ୍ଲା ରେ ଆଶା ର ସଂଖ୍ୟା୧୪୬୦
ଜିଲ୍ଲା ରେ ଜି କେ ଏସ ର ସଂଖ୍ୟା୧୧୩୬
ଏମସିଏଚ ସୁବିଧା
ଅନୁଷ୍ଠାନସଂଖ୍ୟା
ପ୍ରସବ ର ଆୟଜୋନ ସୁବିଧା କରିବା ପାଇଁ ମୋଟ ସଂଖ୍ୟା୪୨
ଏଫରଈଊ ଏସ୦୫
ଉପକେନ୍ଦ୍ର ଡେଲିଭେରୀ ଆୟଜୋନ୨୧
ବେସରକାରୀ ଚିକିତ୍ସାଳୟ/ ସେବା ବସସ୍ଥାନ୨୨
ଏସ ଏନ ସି ୟୁ ଏସ (ପ୍ରକୀୟାଧୀନ)୦୧
ନବଜାତ ସ୍ଥିରୀକରଣ ୟୁନିଟ୦୩
ନବଜାତ କର୍ନର୩୯

 

ଜିଲ୍ଲା ରେ କାଯ୍ୟକ୍ରମ ଅଧିକାରୀଙ୍କ ଦାୟିତ୍ଵ
ଅନୁଷ୍ଠାନଅଧିକାରୀଦାୟିତ୍ଵ
ସିଡିଏମଓମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଜିଲ୍ଲା ସମୂହ ର ସ୍ୱାସ୍ଥ୍ୟ ଅବସ୍ଥା ,ସ୍ୱାସ୍ଥ୍ୟ ଅନୁଷ୍ଠାନ ସଂସ୍ଥା,କାର୍ଯ୍ୟକ୍ରମ ନିଷ୍ପତି ଗୁଡିକର ଦାୟିତ୍ଵ ନିର୍ବାହ କରିବା ।
ଏଡିଏମଓଉପ ମଣ୍ଡଳ ଚିକିତ୍ସା ଅଧିକାରୀଉପ ବିଭାଗୀୟ ଚିକିତ୍ସାଳୟ ର କାର୍ଯ୍ୟନିର୍ବାହୀ କରିବା ଏବଂ କାର୍ଯ୍ୟକ୍ରମ ଗୁଡିକର କ୍ରିୟାକଳାପ କରିବା ।
ଏଡିଏମଓ (ମେଡିକାଲ )ସହାୟକ ଜିଲ୍ଲା ଚିକିତ୍ସା ଅଧିକାରୀଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ ର ପ୍ରବନ୍ଧନ ଏବଂ କାର୍ଯ୍ୟକ୍ରମ ଗୁଡିକର କ୍ରିୟାକଳାପ କରିବା।
ଏମଓ ଆଇ/ସିଚିକିତ୍ସା ଅଧିକାରୀ ଙ୍କ ଦାୟିତ୍ଵସମସ୍ତ ବ୍ଲକ ମାନଙ୍କ ରେ ଥିବା ପିଏଚସି/ସିଏଚସି / ପିଏଚସି(ଏନ) ର ଦାୟିତ୍ଵ, ରୋଗନିବାକର ସେବା,କାର୍ଯ୍ୟକ୍ରମ ନିଷ୍ପତି, ଉପ-କେନ୍ଦ୍ର ଗତିବିଧି, ଇତ୍ୟାଦି ।
ଏଡିଏମଓ (ପିଏଚ )ସହାୟକ ଜିଲ୍ଲା ଚିକିତ୍ସା ଅଧିକାରୀସାର୍ବଜନିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା।
ଡିଏମଓଜିଲ୍ଲା ମ୍ୟାଲେରିଆ ଅଧିକାରୀଜିଲ୍ଲା ରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା।
ଏଡିଏମଓ(ଏଫଡବ୍ଲୁ)ସହାୟକ ଜିଲ୍ଲା ଚିକିତ୍ସା ଅଧିକାରୀଆରସିଏଚ କାର୍ଯ୍ୟକ୍ରମ,ଟୀକାକରଣ କାର୍ଯ୍ୟକ୍ରମ ଏବଂ ପରିବାର ନିୟଜୋନ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା ।
ଡିଟିଓଜିଲ୍ଲା ଯକ୍ଷ୍ମା ରୋଗ ଅଧିକାରୀଯକ୍ଷ୍ମା ରୋଗ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା ।
ଡିପିଏମ(ଡିବିସିଏସ)ରାଷ୍ଟ୍ରୀୟ ଅନ୍ଧାପଣ ନିୟନ୍ତ୍ରଣ କାର୍ଯ୍ୟକ୍ରମଅନ୍ଧାପଣ ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ଦେଖାଶୁଣା କରିବା ।

ମୁଖ୍ୟ କାର୍ଯାଳୟର ଠିକଣା

ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ  
ସ୍ଥାନ/ପୋଷ୍ଟ..- ବରଗଡ଼, ଜିଲ୍ଲl-ବରଗଡ଼, ପିନ– ୭୬୮୦୨୮, ଓଡିଶା, ଭାରତ  
ଦୁରଭାଷ ୦୬୬୪୬-୨୩୧୭୬୩0  
ଇ-ମେଲ:dpmu@gmail[dot]com,cdmobargarh@gmail[dot]com